କହ୍ନେୟା କୁମାରଙ୍କ ସଭା ପରେ ପୁଲିସକୁ ମାଡ : ଏବିଭିପିର କଳା ପତାକା ପ୍ରଦର୍ଶନ ପରେ ତାତିଲେ ଏଆଇଏସଏଫର କର୍ମୀ

କହ୍ନେୟା କୁମାରଙ୍କ ସଭା ପରେ ପୁଲିସକୁ ମାଡ : ଏବିଭିପିର କଳା ପତାକା ପ୍ରଦର୍ଶନ ପରେ ତାତିଲେ ଏଆଇଏସଏଫର କର୍ମୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜେଏନୟୁର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କ ସଭା ପରେ କମିଶନରେଟ ପୁଲିସକୁ ମାଡ । ଏବିଭିପିର କଳା ପତାକା ପ୍ରଦର୍ଶନ ପରେ ତାତିଛନ୍ତି ଏଆଇଏସଏଫର କର୍ମୀ । ଆଉ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଲିସକୁ ମାଡ ମାରିଛନ୍ତି ଏଆଇଏସଏଫର କର୍ମୀ ।

ରାଷ୍ଟ୍ର ଭାଷା ପ୍ରଚାର ପଡିଆର ପଛ ପଟ ଗେଟ୍ ଦେଇ କହ୍ନେୟା କୁମାର ଯିବା ବେଳେ ଏବିଭିପିର କର୍ମୀମାନେ ନାଲି ପତାକା ଓ କଳାପତାକା ପ୍ରଦର୍ଶନ କରିଥିଲେ । ଆଉ ଏହାପରେ ତାତି ଉଠିଥିଲେ ଏଏସଆଇଏଫ କର୍ମୀ । ଢିଲା ସୁରକ୍ଷା ଯୋଗୁଁ ବିକ୍ଷୋଭକାରୀ ପଡିଆ ଭିତରକୁ ପଶି ଆସିଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe