କନକ ବ୍ୟୁରୋ: ପୁଣି ଅତାବିରାରେ ବଜାୟ ରହିପାରେ ସ୍ନେହାଙ୍ଗିନୀଙ୍କ ସମ୍ମାନ । ଟ୍ରେଣ୍ଡ ଅନୁଯାୟୀ ଅତାବିରାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବର୍ତ୍ତମାନ ଆଗୁଆ ରହିଛନ୍ତି । ଅନ୍ୟପଟେ କଂଗ୍ରେସର ନିହାର ମହାନନ୍ଦ ଓ ବିଜେପିର ମିଲନ ସେଠ୍ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ସେହିଭଳି ବର୍ତ୍ତମାନ ଗଣତି ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁସାରେ ବିଜେଡିକୁ ବହୁମତ ମିଳି ସାରିଲାଣି । ବିଜେଡି ବର୍ତ୍ତମାନ ୭୫ ବିଧାନସଭା ସିଟ୍ ରେ ଆଗୁଆ ଥିବାବେଳେ ବିଜେପି ୧୮ ଏବଂ କଂଗ୍ରେସ ୧୧ଟି ଆସନରେ ରହିଥିବା ଟ୍ରେଣ୍ଡ କହୁଛି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us