କନକ ବ୍ୟୁରୋ : ସଂସଦରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବ ବିଜେଡି । ଦଳର ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ମହିଳା ସଂରକ୍ଷଣ ବିଲକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ । ସେହିଭଳି ପିଏମ ଆବାସ, କୋଷ୍ଟାଲ ହାଇୱେ ପ୍ରସଙ୍ଗକୁ ମଧ୍ୟ ଦଳ ଗୁରୁତ୍ୱ ଦେବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଛି ।
ବିଜେଡିର ସଂସଦୀୟ ଦଳ ବୈଠକ ଶେଷ, ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଗୁରୁତ୍ୱ ଦେବ ଦଳ
/kanak/media/post_attachments/wp-content/uploads/2022/04/property-details-of-officials-bjds-peoples-representatives-to-be-in-public-domain-odisha-cm-naveen-patnaik.webp)