କନକ ବ୍ୟୁରୋ : କାର ସହ ବିମାନ ଦୁର୍ଘଟଣା । ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ଚାର୍ଟାଡ ବିମାନ । ଘଟଣା ଆମେରିକା ଫ୍ଲୋରିଡାର । ଜରୁରୀ ଅବତରଣ ସମୟରେ ଚାଟାର୍ଡ ବିମାନ ରନୱେ ବଦଳରେ ରାସ୍ତାରେ ଓହ୍ଲାଇବା ଯୋଗୁଁ ବଡ ଦୁର୍ଘଟଣା ଘଟିଛି । ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି ଓ ୪ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।
ଆମେରିକା ଫ୍ଲୋରିଡାରେ ଅଘଟଣ । ଚଳନ୍ତା କାରକୁ ଚାଟାର୍ଡ ବିମାନର ଧକ୍କା, ୨ଜଣ ମୃତ, ୪ରୁ ଅଧିକ ଆହତ
/kanak/media/post_attachments/wp-content/uploads/2024/02/27-7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)