ମୋଦୀଙ୍କ ଦ୍ୱିତୀୟ ପାଳିରେ ବି ସ୍ଥାନ ପାଇଲେ ଅଶି୍ୱନୀ ବୈଷ୍ଣବ । କ୍ୟାବିନେଟ ମନ୍ତ୍ରୀ ଭାବେ ନେଲେ ଶପଥ

438

କନକ ବ୍ୟୁରୋ : ମୋଦୀଙ୍କ ଦ୍ୱିତୀୟ ପାଳିରେ ରେଳମନ୍ତ୍ରୀ ଦାୟୀତ୍ୱରେ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ମୋଦୀଙ୍କ ତୃତୀୟ ପାଳିରେ ସ୍ଥାନ ମିଳିଛି । ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି । ରାଜ୍ୟସଭା ସାଂସଦ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ଏଥର କେଉଁ ବିଭାଗ ମିଳିବ ତାହା ସ୍ପଷ୍ଟ ହୋଇନାହିଁ । ସେ ଏବେ ଓଡିଶା କୋଟାରେ ରାଜ୍ୟସଭା ସାଂସଦ ରହିଛନ୍ତି ।