ବାଲେଶ୍ୱରରୁ ଲଢ଼ିବେନି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ, ସେ ନୁହେଁ ନନା ଅଛନ୍ତି, ଘନ ଘନ ବାଲେଶ୍ୱର ଗସ୍ତ ପରେ ଲୋକସଭା ଆସନରୁ ଲଢ଼ିବା ନେଇ ବଢ଼ିଥିଲା ଚର୍ଚ୍ଚା

ବାଲେଶ୍ୱରରୁ ଲଢ଼ିବେନି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ, ସେ ନୁହେଁ ନନା ଅଛନ୍ତି, ଘନ ଘନ ବାଲେଶ୍ୱର ଗସ୍ତ ପରେ ଲୋକସଭା ଆସନରୁ ଲଢ଼ିବା ନେଇ ବଢ଼ିଥିଲା ଚର୍ଚ୍ଚା

କନକ ବ୍ୟୁରୋ : ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ । ବାଲେଶ୍ୱର ଲୋକସଭା ଆସନରୁ ଲଢିବେନି କେନ୍ଦ୍ରରେଳମନ୍ତ୍ରୀ । ଘନ ଘନ ବାଲେଶ୍ୱର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଅଶ୍ୱିନୀ । ଏହାକୁ ଦୃଷ୍ଟିରେ ରଖି ଚର୍ଚ୍ଚା ହେଉଥିଲା ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି ଏହି ରାଜ୍ୟସଭା ସାଂସଦ । ହେଲେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ଦେଇ କହିଛନ୍ତି, ସେ ନୁହେଁ, ନନା ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe