ଆସ୍ଥା ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଖୋଳତାଡ । ଓଡିଶା ସମେତ ଦେଶର ୧୪ଟି ସ୍ଥାନରେ ସିବିଆଇ ଚଢାଉ କରିଛି । ଶୁଭ୍ରାଂଶୁ ଲେଙ୍କାଙ୍କ ଜଗତସିଂହପୁର ଓ ଭୁବେନଶ୍ୱର ବାସଭବନରେ ସିବିଆଇ ରେଡ କରୁଥିବା ସୂଚନା ମିଳିଛି । ସୁରଟ, ଗୋଆ, ଜବଲପୁର, ଇନେ୍ଦାରରେ ବି ଚଢାଉ ହୋଇଥିବା ଜଣାପଡିଛି । ଓଡିଶାର ଆସ୍ଥା କମ୍ପାନୀ ମୁଖ୍ୟ ଶୁଭ୍ରାଂଶୁ ଲେଙ୍କାଙ୍କ ସମେତ ୩ ଜଣ ଏବେ ଜେଲରେ ଅଛନ୍ତି ।
ଆସ୍ଥା ଚିଟଫଣ୍ଡ ଠକେଇ ମାମଲା: ଓଡିଶା ସମେତ ଦେଶର ୧୪ଟି ସ୍ଥାନରେ ସିବିଆଇ ଚଢାଉ
/kanak/media/post_attachments/wp-content/uploads/2016/04/vlcsnap-2016-04-13-12h04m04s249.png)