କନକ ବ୍ୟୁରୋ : ସହକାରୀ ନିର୍ବାହି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଆୟବର୍ହିଭୁତ ସଂପତି ଠୁଳ ଅଭିଯୋଗରେ ରେଡ଼ କଲା ଭିଜିଲାନ୍ସ । ରାୟଗଡ଼ା ଜିଲ୍ଲା ଗୁଣୁପୁର ରାସ୍ତା କୋଠାବାଡ଼ି ବିଭାଗର ସହକାରୀ ନିର୍ବାହି ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ବ୍ରହ୍ମପୁର ଘରେ ଭିଜିଲାନ୍ସ ଚଢ଼ାଉ କରିଛି ।
ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ । ବହ୍ମପୁର କମାପଲ୍ଳୀ ଆରସି ଦାଶ ଲାଇନରେ ଥିବା ତାଙ୍କର ବାସଭବନ, ଗୁଣୁପୁରରେ ଥିବା ଅଫିସ ଏବଂ ସରକାରୀ କ୍ୱାଟର, ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ମାଣିକପୁର ଗାଁରେ ଥିବା ଷ୍ଟଲ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/20-21.jpg)