କନକ ବ୍ୟୁରୋ: ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ନଭେମ୍ବର ୨୧ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହେଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି ।
ନଭେମ୍ବର ୨୧ରୁ ବିଧାନସଭା ଶୀତ ଅଧିବେଶନ
ଡିସେମ୍ବର ୩୦ ଯାଏଁ ଚାଲିବ ଶୀତ ଅଧିବେଶନ
ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି #Odisha#Assembly#KanakNewspic.twitter.com/mIADxRpt9U— Kanak News (@kanak_news) November 4, 2023
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/1647368094_1644603585_odisha-legislative-assembly.jpg)