ଆସନ୍ତା କାଲି ଯାଏଁ ଗୃହ ମୁଲତବୀ ; କାଲି ଉପବାଚସ୍ପତି ନିର୍ବାଚନ ପାଇଁ ହେବ ଘୋଷଣା, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍ ।

ଆସନ୍ତା କାଲି ଯାଏଁ ଗୃହ ମୁଲତବୀ ; କାଲି ଉପବାଚସ୍ପତି ନିର୍ବାଚନ ପାଇଁ ହେବ ଘୋଷଣା, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍ ।

କନକ ବ୍ୟୁରୋ: ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସଙ୍କ ଦ୍ୱାରା ଅଭିଭାଷଣ ରଖାଯିବା ପରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାକୁ ସମର୍ଥନ କରିଥିଲେ ବିରୋଧୀ । ଏହାପରେ ଗୃହକୁ ଆସନ୍ତା କାଲି ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।

ଆସନ୍ତା କାଲି ଉପବାଚସ୍ପତି ନିର୍ବାଚନ ପାଇଁ ଘୋଷଣା ହେବା ସହ , ୨୪ ତାରିଖରେ ଏନେଇ ନିର୍ବାଚନ ହେବ । ଏହାପରେ ୨୫ ତାରିଖରେ ଉପସ୍ଥାପିତ ହେବ ପୂର୍ଣ୍ଣ ବଜେଟ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe