କନକ ବ୍ୟୁରୋ: ବିଧାନସଭାରେ ହଙ୍ଗାମା ପାଇଁ ଚାଲି ପାରିଲାନି ପ୍ରଶ୍ନକାଳ । ତୃତୀୟ ଦିନରେ ବି ବିଜେଡି ଉଠାଇଲା ପରୀ ପ୍ରସଙ୍ଗ । ଏହା ସାଙ୍ଗକୁ ଅର୍ପଣ ରଥରେ ଉସୁନା ଚାଉଳ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲା ବିଜେପି । ପ୍ରବଳ ହଟ୍ଟଗୋଳ ଯୋଗୁଁ ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି ।