ଆସାମ ଟୁରିଜିମର ବ୍ରାଣ୍ଡ ଆମ୍ବାସାଡାର ହୋଇଛନ୍ତି ପ୍ରିୟଙ୍କା ଚୋପ୍ରା

ଆସାମ ଟୁରିଜିମର ବ୍ରାଣ୍ଡ ଆମ୍ବାସାଡାର ହୋଇଛନ୍ତି ପ୍ରିୟଙ୍କା ଚୋପ୍ରା

ଆସାମ ଟୁରିଜିମର ବ୍ରାଣ୍ଡ ଆମ୍ବାସାଡାର ହୋଇଛନ୍ତି ବଲିଉଡ କମ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ପ୍ରଥମେ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଆସାମ ଟୁରିଜିମର ବ୍ରାଣ୍ଡ ଆମ୍ବାସାଡାର ହେବାକୁ ଅଫର କରାଯାଇଥିଲା । ହେଲେ ସଚିନ ମନାକରିବା ପରେ ପ୍ରିୟଙ୍କାଙ୍କୁ ଆସାମ ସରକାର ବ୍ରାଣ୍ଡ ଆମ୍ବାସାଡାର ଭାବେ ଘୋଷଣା କରିଛନ୍ତି ।ଆଗାମୀ ୨ ବର୍ଷ ପାଇଁ ପ୍ରିୟଙ୍କା ଆସାମ ପର୍ଯ୍ୟଟନ କ୍ଷେତ୍ର ପାଇଁ କାମ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe