ଆସାମ ଟୁରିଜିମର ବ୍ରାଣ୍ଡ ଆମ୍ବାସାଡାର ହୋଇଛନ୍ତି ବଲିଉଡ କମ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ପ୍ରଥମେ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଆସାମ ଟୁରିଜିମର ବ୍ରାଣ୍ଡ ଆମ୍ବାସାଡାର ହେବାକୁ ଅଫର କରାଯାଇଥିଲା । ହେଲେ ସଚିନ ମନାକରିବା ପରେ ପ୍ରିୟଙ୍କାଙ୍କୁ ଆସାମ ସରକାର ବ୍ରାଣ୍ଡ ଆମ୍ବାସାଡାର ଭାବେ ଘୋଷଣା କରିଛନ୍ତି ।ଆଗାମୀ ୨ ବର୍ଷ ପାଇଁ ପ୍ରିୟଙ୍କା ଆସାମ ପର୍ଯ୍ୟଟନ କ୍ଷେତ୍ର ପାଇଁ କାମ କରିବେ ।
ଆସାମ ଟୁରିଜିମର ବ୍ରାଣ୍ଡ ଆମ୍ବାସାଡାର ହୋଇଛନ୍ତି ପ୍ରିୟଙ୍କା ଚୋପ୍ରା
/kanak/media/post_attachments/wp-content/uploads/2016/12/priyankachopra-19-1482168170.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)