କନକ ବ୍ୟୁରୋ: ପୁରୀ ରାଜଭବନରେ ଏଏସଓଙ୍କୁ ମାଡ ଅଭିଯୋଗ ମାମଲା । ରାଜ୍ୟପାଳଙ୍କ ରୋଷେୟା ମାଗିଲେ କ୍ଷମା । ୬ ଜଣଙ୍କ ମଧ୍ୟରୁ ଜଣେ ମାଗିଛନ୍ତି କ୍ଷମା । ନ୍ୟାୟ ଦେବାକୁ ୭ ଦିନ ସମୟ ନେଇଛନ୍ତି ରାଜ୍ୟପାଳ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବି ଦେଇଛନ୍ତି ପ୍ରତିଶୃତି । ରାଜ୍ୟପାଳଙ୍କୁ ଭେଟିବା ପରେ ଏଏସଓ ବୈକୁଣ୍ଠ ଏନେଇ ସୂଚନା ଦେଇଛନ୍ତି ।
ପୁରୀ ରାଜଭବନରେ ଏଏସଓଙ୍କୁ ମାଡ ଅଭିଯୋଗ ମାମଲା: କ୍ଷମା ମାଗିଲେ ରାଜ୍ୟପାଳଙ୍କ ରୋଷେୟା
/kanak/media/post_attachments/wp-content/uploads/2024/07/16-7.jpg)