ଆସିକା କମାଗୁଡା ହାଇସ୍କୁଲରେ ଅଭାବନୀୟ ଘଟଣା : ସ୍କୁଲ ଯୋଗାଭ୍ୟାସରେ ଅଚେତ ଛାତ୍ରଙ୍କୁ ଡାକ୍ତରଖାନା ନେବାବେଳେ ମୃତ୍ୟୁ

ଆସିକା କମାଗୁଡା ହାଇସ୍କୁଲରେ ଅଭାବନୀୟ ଘଟଣା : ସ୍କୁଲ ଯୋଗାଭ୍ୟାସରେ ଅଚେତ ଛାତ୍ରଙ୍କୁ ଡାକ୍ତରଖାନା ନେବାବେଳେ ମୃତ୍ୟୁ

ଆସିକା :  ଆସିକା କମାଗୁଡା ହାଇସ୍କୁଲରେ ଘଟିଛି ଅଭାବନୀୟ ଘଟଣା । ସ୍କୁଲରେ ଯୋଗûଭ୍ୟାସ କରୁଥିବା ସମୟରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅଚେତ ହୋଇ ପଡିଥିଲେ  । ଛାତ୍ର ଜଣଙ୍କୁ ନିକଟସ୍ଥ ମେଡିକାଲକୁ ନେବା ବାଟରେ ମୃତ୍ୟୁ ଘଟିଛି ।

ଆସିକା ମେଡିକାଲରେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଛନ୍ତି । ଆଜି ଶନିବାର ଥିବାରୁ ସ୍କୁଲର ରୁଟିନ ଅନୁଯାୟୀ ଛାତ୍ର ଜଣଙ୍କ ଯୋଗଭ୍ୟାସ କରୁଥିଲେ । ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe