ଆସିକା : ଆସିକା କମାଗୁଡା ହାଇସ୍କୁଲରେ ଘଟିଛି ଅଭାବନୀୟ ଘଟଣା । ସ୍କୁଲରେ ଯୋଗûଭ୍ୟାସ କରୁଥିବା ସମୟରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅଚେତ ହୋଇ ପଡିଥିଲେ । ଛାତ୍ର ଜଣଙ୍କୁ ନିକଟସ୍ଥ ମେଡିକାଲକୁ ନେବା ବାଟରେ ମୃତ୍ୟୁ ଘଟିଛି ।
ଆସିକା ମେଡିକାଲରେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଛନ୍ତି । ଆଜି ଶନିବାର ଥିବାରୁ ସ୍କୁଲର ରୁଟିନ ଅନୁଯାୟୀ ଛାତ୍ର ଜଣଙ୍କ ଯୋଗଭ୍ୟାସ କରୁଥିଲେ । ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-03-11h33m51s496.png)