କନକ ବ୍ୟୁରୋ : ଏସିଆ କପର ସୁପର ୪ମୁକାବିଲାରେ ଭାରତ ଆଜି ବାଂଲାଦେଶ ସହ ଖେଳୁଛି । ଏହି ମୁକାବିଲାରେ ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ବାଂଲାଦେଶ ଟିମ୍ ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୨୬୬ ରନର ଟାର୍ଗେଟ ଦେଇଛି । ଭାରତ ତରଫରୁ ଶୁଭମନ୍ ଗିଲ ୧୩୩ଟି ବଲ ଖେଳି ୧୨୧ ରନ କରି ଆଉଟ ହୋଇଛନ୍ତି । ଏହା ମଧ୍ୟରେ ୮ଟି ଚୌକା ଓ ୫ଟି ଛକା ରହିଛି । ଭାରତର ସ୍କୋର ୪୩.୪ ଓଭରରେ ୨୦୯ କରିଛି । ବାକି ୩୯ଟି ବଲରେ ଭାରତକୁ ୫୭ ରନର ବିଜୟ ଲକ୍ଷ୍ୟ ରହିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us