କନକ ବ୍ୟୁରୋ : ଏସିଆ କପର ସୁପର ୪ମୁକାବିଲାରେ ଭାରତ ଆଜି ବାଂଲାଦେଶ ସହ ଖେଳୁଛି । ଏହି ମୁକାବିଲାରେ ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ବାଂଲାଦେଶ ଟିମ୍ ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୨୬୬ ରନର ଟାର୍ଗେଟ ଦେଇଛି । ଭାରତ ତରଫରୁ ଶୁଭମନ୍ ଗିଲ ୧୩୩ଟି ବଲ ଖେଳି ୧୨୧ ରନ କରି ଆଉଟ ହୋଇଛନ୍ତି । ଏହା ମଧ୍ୟରେ ୮ଟି ଚୌକା ଓ ୫ଟି ଛକା ରହିଛି । ଭାରତର ସ୍କୋର ୪୩.୪ ଓଭରରେ ୨୦୯ କରିଛି । ବାକି ୩୯ଟି ବଲରେ ଭାରତକୁ ୫୭ ରନର ବିଜୟ ଲକ୍ଷ୍ୟ ରହିଛି ।
ଭାରତୀୟ ଟମ୍ ପାଇଁ ସଂକଟମୋଚକ ସାଜିଲେ ଶୁଭମନ ଗିଲ, ୧୩୩ ବଲ ଖେଳି କଲେ ୧୨୧ ରନ୍
/kanak/media/post_attachments/wp-content/uploads/2023/09/F6FIu3waIAAwZY7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)