ଶ୍ରୀମନ୍ଦିର ଜଗମୋହନ ଚକ୍ର ଫାଟ ପ୍ରସଙ୍ଗ : ଆଜି ଏଏସଆଇର ୩ ଜଣିଆ ଟିମ୍ ଜଗମୋହନ ଫାଟର ଯାଂଚ କରିବେ

ଶ୍ରୀମନ୍ଦିର ଜଗମୋହନ ଚକ୍ର ଫାଟ ପ୍ରସଙ୍ଗ : ଆଜି ଏଏସଆଇର ୩ ଜଣିଆ ଟିମ୍ ଜଗମୋହନ ଫାଟର ଯାଂଚ କରିବେ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଶ୍ରୀମନ୍ଦିର ଜଗମୋହନ ଚକ୍ର ଫାଟ ପ୍ରସଙ୍ଗ । ଫାଟର ଯାଂଚ କରିବ ଏଏସଆଇ ଟିମ୍ । ଆଜି ଏଏସଆଇର ୩ ଜଣିଆ ଟିମ୍ ଜଗମୋହନ ଫାଟର ଯାଂଚ କରିବେ । ଜଗମୋହନ ଚକ୍ରରେ ୭ଟି ଫାଟ ଥିବା ଜଣାପଡିଛି ।

ବେଶ କିଛି ମାସ ହେବ ଜଗମୋହନ ମରାମତି ଚାଲିଛି । ତେବେ ମରାମତି କାମ ଶେଷକୁ ନେଇ ଅନେକ ସମୟରେ ବାଦ ବିବାଦ ଦେଖାଦେଇଛି । ଏନେଇ ହାଇକୋର୍ଟରେ ମଧ୍ୟ ମାମଲା ହୋଇଛି ।

ଦେଖନ୍ତୁ ଏହି ଭିଡିଓ : 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe