କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଅନୁଗୁଳ କିଆକଟା ଥାନା ଏଏସଆଇ । ଏଏସଆଇ ନବୀନ କୁମାର ଶତପଥୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଧରିଛି । ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡି ବସିଲା । ବୌଦ୍ଧ ବସଷ୍ଟାଣ୍ଡରୁ ଭିଜିଲାନ୍ସ ଧରିଛି । ପାରିବାରିକ କେସକୁ ରଫାଦଫା କରିବା ପାଇଁ ଏଏସଆଇ ଲାଞ୍ଚ ନେଉଥିଲେ ।
ଭିଜିଲାନ୍ସ ଜାଲରେ ଏଏସଆଇ : ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ନବୀନ କୁମାର ଶତପଥୀ
/kanak/media/post_attachments/wp-content/uploads/2023/07/vlcsnap-2023-07-26-12h58m08s891.jpg)