କନକ ବ୍ୟୁରୋ: ବଡ ଦେଉଳରୁ ପଥର ଖସିବା ଘଟଣାରେ, ଶ୍ରୀମନ୍ଦିରରେ ପହଞ୍ଚି ଅନୁଧ୍ୟାନ କରିଛି ଏଏସଆଇ ଟିମ୍ । ଏଏସଆଇ ସୁପରିଟେଣ୍ଡେଣ୍ଟ ଏହାର ଅନୁଧ୍ୟାନ କରୁଥିବାବେଳେ, ବଡଦେଉଳରୁ ଖସିଥିବା ପଥରର ଓଜନ ୩ରୁ ୪ କେଜି ବୋଲି ଜଣାପଡିଛି । ଏଥିସହ ଏଏସଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ । ପଥର ଖସିଥିବା ସ୍ଥାନଟିକୁ ରାସାୟନିକ ପ୍ରଲେପ ଦେଇ ମରାମତି କରାଯିବ । ଏଥିସହ ପଥରଟି ଦୁର୍ବଳ ଥିବା ହେତୁ ମାଙ୍କଡ ଡେଇଁ ପଥରଟିକୁ ଖସାଇ ଦେଇଥିବା ଅନୁମାନ କରିଛନ୍ତି ଏଏସଆଇ ଟିମ୍ ।
#ଶ୍ରୀମନ୍ଦିର_ପ୍ରତି_ବିପଦ_ନାହିଁ
ବଡ ଦେଉଳରୁ ପଥର ଖସିବା ଘଟଣା
ଶ୍ରୀମନ୍ଦିରରେ ପହଞ୍ଚି ଏଏସଆଇ ଟିମର ଅନୁଧ୍ୟାନ
ଏଏସଆଇ ସୁପରିଟେଣ୍ଡଣ୍ଟ କରୁଛନ୍ତି ଅନୁଧ୍ୟାନ
ପଥରଟିର ଓଜନ ରହିଛି ୩ରୁ ୪ କିଲୋଗ୍ରାମ
ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ: ଏଏସଆଇ
ରାସାୟନିକ ପ୍ରଲେପ ଦେଇ ମରାମତି କରାଯିବ
ପଥର ଦୁର୍ବଳ ଯୋଗୁ ମାଙ୍କଡ ଡେଇଁ ଖସାଇ ଥିବା… pic.twitter.com/JkQXTP7n56— Kanak News (@kanak_news) March 9, 2024
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/03/Sri-Mandir.jpg)