କନକ ବ୍ୟୁରୋ: ଚାକିରିରୁ ବିଦାହେଲେ ଏଏସଆଇ ଗୋପାଳ ଦାସ । ଝାରସୁଗୁଡା ଏସପି ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ହେଉଛନ୍ତି ଗୋପାଳ ଦାସ । ଗତକାଲି ଠାରୁ ଅଟକ ଥିବା ଗୋପାଳଙ୍କୁ ଗିରଫ ନେଇ କ୍ରାଇବ୍ରାଞ୍ଚ ସ୍ପଷ୍ଟ କରିଛି ।
ଚାକିରିରୁ ବିଦା ହେଲେ ଏଏସଆଇ ଗୋପାଳ ଦାସ। ଝାରସୁଗୁଡା ଏସପି ନେଲେ କାର୍ଯ୍ୟାନୁଷ୍ଠାନ।
/kanak/media/post_attachments/wp-content/uploads/2023/01/24-21.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)