କନକ ବ୍ୟୁରୋ: ଏକର ଏକର ଜମିରେ ପଶିଲା ପାଉଁଶ ପାଣି । ଝାରସୁଗୁଡ଼ା କୁମ୍ଭାରବନ୍ଧ ପଞ୍ଚାୟତ ଅନ୍ତର୍ଗତ ସରଧାପାଲି-କଣ୍ଟା ଟିକ୍ରା ନିକଟରେ ଆସପଣ୍ଡ ଭାଙ୍ଗି ଏଭଳି ସ୍ଥିତି ଦେଖାଦେଇଛି । ଆସପଣ୍ଡ ଭାଙ୍ଗିବା ଯୋଗୁଁ ସବୁଆଡ଼େ ଖାଲି ପାଣି ଆଉ ପାଣି । ଏକର ଏକର ଜମିରେ ପାଉଁଶ ପାଣି ପସିଥିବାରୁ ଫସଲ ନଷ୍ଟ ହେବା ସହ ଜମିର ଉର୍ବର ନଷ୍ଟ ହେବାର ଆଶଙ୍କା ରହିଛି ।
ଏକର ଏକର ଜମିରେ ପଶିଲା ପାଉଁଶ ପାଣି । ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ
/kanak/media/post_attachments/wp-content/uploads/2023/12/15-10.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)