କନକ ବ୍ୟୁରୋ : ସ୍ବାତୀ ମାଲୱାଲଙ୍କୁ ମାଡ଼ ଘଟଣାରେ ବିଭବ କୁମାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲଙ୍କ ଘନିଷ୍ଠ ସହଯୋଗୀ ବିଭବଙ୍କ ଜାମିଲ ମାମଲାର ଶୁଣାଣି ଅଗଷ୍ଟ ୨୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ କ୍ରେଜିୱାଲଙ୍କୁ ଭର୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ। ମୁଖ୍ୟମନ୍ତ୍ରୀଙ୍କ ଘର କ’ଣ ନିଜର ପ୍ରାଇଭେଟ ଘର କି ? ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଏଭଳି ଗୁଣ୍ଡାଙ୍କ ଆବଶ୍ୟକ ରହିଛି କି? ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ। ସେପଟେ ଦିଲ୍ଲୀ ପୁଲିସ ଚାର୍ଜସିଟରେ କେଜ୍ରିୱାଲଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି। ସ୍ବାତୀଙ୍କ ମାଡ଼ ମାରିବା ପାଇଁ ବଡ଼ ଷଡଯନ୍ତ୍ର କରାଯାଇଥିବା ଚାର୍ଜସିଟରେ ଉଲ୍ଲେଖ କରିଛି ଦିଲ୍ଲୀ ପୁଲିସ
ସ୍ୱାତୀ ମାଲିୱାଲ ମାରପିଟ୍ ମାମଲାର ନୂଆ ମୋଡ । ଘଟଣା ଦିନ କେଜ୍ରିୱାଲ ସିଏମ ବାସଭବନରେ ଥିବା ଚାର୍ଜସିଟରେ ଖୁଲାସା
/kanak/media/post_attachments/wp-content/uploads/2024/08/32-5.jpg)