ଶହେ ଦିନ ଭିତରେ ପ୍ରସ୍ତୁତ ହେବ ଓଡିଶା କୃଷକ ଡାଟାବେସ: କୃଷି ମନ୍ତ୍ରୀ କହିଲେ, ସରକାରୀ ଯୋଜନାରେ ସାମିଲ ହେବା ଏଣିକି ହେବ ସହଜ

Advertisment
ଶହେ ଦିନ ଭିତରେ ପ୍ରସ୍ତୁତ ହେବ ଓଡିଶା କୃଷକ ଡାଟାବେସ: କୃଷି ମନ୍ତ୍ରୀ କହିଲେ, ସରକାରୀ ଯୋଜନାରେ ସାମିଲ ହେବା ଏଣିକି ହେବ ସହଜ

କନକ ବ୍ୟୁରୋ: ୧୦୦ ଦିନ ଭିତରେ ପ୍ରସ୍ତୁତ ହେବ ଓଡିଶା କୃଷକ ଡାଟାବେସ । ଏଣିକି ସରକାରୀ ଯୋଜନାରେ ସାମିଲ ହେବା ସହଜ ହେବ । ଏନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ୭୬ ଲକ୍ଷ କୃଷକ ପଂଜୀକୃତ ହେବେ । ଓଡ଼ିଶା ଡାଟାବେସରେ ୭୬ ଲକ୍ଷ କୃଷକ ପଂଜୀକୃତ ହେବେ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ନିର୍ଭୁଲ ତଥ୍ୟ ସହ ଡାଟାବେସ ତିଆରି କରାଯିବ । ଇ-ପାସ, କାଳିଆ ଡାଟାବେସକୁ ନେଇ ଗୋଟିଏ ଡାଟାବେସ ପ୍ରସ୍ତୁତ ହେବ । ଏପଟେ ବିଜେପି କହିଲା, ଚାଷୀର ପରିଚୟ ଅଛି, ଏଯାଏ କାହିଁକି ମିଳୁନି ସରକାରୀ ଯୋଜନାରେ ସୁବିଧା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe