କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ବିଜେପିର ସଫଳତାକୁ ଦୋହରାଇଛନ୍ତି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲ । କହିଲେ ଓଡିଶାର ଆଦିବାସୀ ଅଂଚଳରେ ଦଳର ଶକ୍ତି ବୃଦ୍ଧି ପାଇଛି । ଗ୍ରାମାଚଂଳ , ବସ୍ତିବାସିନ୍ଦା ମୋଦି ସରକାରଙ୍କ ସମର୍ଥନ ଜଣାଇଛନ୍ତି । ବିମୁଦ୍ରକାରଣ ପରେ ବି ଦେଶର ବିକାଶର ଅଭିବୃଦ୍ଧି ହୋଇଛି ବୋଲି ଜେଟଲୀ କହିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us