କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ବିଜେପିର ସଫଳତାକୁ ଦୋହରାଇଛନ୍ତି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲ । କହିଲେ ଓଡିଶାର ଆଦିବାସୀ ଅଂଚଳରେ ଦଳର ଶକ୍ତି ବୃଦ୍ଧି ପାଇଛି । ଗ୍ରାମାଚଂଳ , ବସ୍ତିବାସିନ୍ଦା ମୋଦି ସରକାରଙ୍କ ସମର୍ଥନ ଜଣାଇଛନ୍ତି । ବିମୁଦ୍ରକାରଣ ପରେ ବି ଦେଶର ବିକାଶର ଅଭିବୃଦ୍ଧି ହୋଇଛି ବୋଲି ଜେଟଲୀ କହିଛନ୍ତି ।
ପଂଚାୟତ ନିର୍ବାଚନରେ ବିଜେପିର ସଫଳତାକୁ ଦୋହରାଇଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି : କହିଲେ, ଓଡିଶାର ଆଦବିସୀ ଅଂଚଳରେ ବୃଦ୍ଧି ପାଇଛି ଦଳର ଶକ୍ତି
/kanak/media/post_attachments/wp-content/uploads/2017/03/vlcsnap-2017-03-02-12h27m39s466.png)