କନକ ବ୍ୟୁରୋ: ସୈନ୍ୟ ଅଭ୍ୟାସ ତୋପଚୀରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ । ସମର ଅଭ୍ୟାସର ମୁଖ୍ୟ ଆକର୍ଷଣ ହେଲେ ସ୍ୱଦେଶୀ ଜ୍ଞାନକୈାଶଳରେ ନିର୍ମିତ କେ-ନାଇନ ବଜ୍ର, ଧନୁଷ ସିଷ୍ଟମ । ତେବେ ଏହାକୁ ନେଇ ଅଧିକାରୀ କହିଛନ୍ତି ଆମେ ଆତ୍ମନିର୍ଭର ଆଡ଼କୁ ଗତି କରୁଛନ୍ତି । ମହାରାଷ୍ଟ୍ରର ଦେବଲାଲୀରେ ଥିବା ସ୍କୁଲ ଅଫ ଆର୍ଟିଲରୀ ଠାରେ ରବିବାର ସୈନ୍ୟ ଅଭ୍ୟାସ ତୋପଚୀର ଆୟୋଜନ କରାଯାଇଛି । ଲେଫ୍ଟନାଣ୍ଟ ଜେନେରାଲ ଆୟର କହିଛନ୍ତି, ଏହି ଆୟୋଜନ ଇଣ୍ଡିଆନ ଆଟିଲରୀର କ୍ଷମତାକୁ ଜଣାଉଛି । ଚଳିତ ବର୍ଷ ଆମେ ଆତ୍ମନିର୍ଭର ଉପରେ ଗୁରୁତ୍ୱ ଦେଇଛନ୍ତି ।
ମହାରାଷ୍ଟ୍ରରେ ସେନା କରୁଛି ସମରଭ୍ୟାସ ତୋପଚୀ। ପରାକ୍ରମ ଦେଖାଇଲା କେ ନାଇନ ବଜ୍ର, ଧନୁଷ ସିଷ୍ଟମ।
/kanak/media/post_attachments/wp-content/uploads/2023/01/fffffffffff.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)