କନକ ବ୍ୟୁରୋ: କ୍ରିକେଟପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଡେବ୍ୟୁ କରିଛନ୍ତି ଅର୍ଜୁନ ତେନ୍ଦୁଲକର । କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ସେ ପ୍ରଥମ ମ୍ୟାଚ ଖେଲୁଛନ୍ତି । ଆଜି ଖେଳାଯାଉଥିବା ମ୍ୟାଚରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଦଳର ମଙ୍ଗ ସମ୍ଭାଳୁଛନ୍ତି । ୱାଙ୍ଖେଡେରେ ଖେଳାଯାଉଥିବା ମ୍ୟାଚରେ ଅର୍ଜୁନଙ୍କୁ ସୁଯୋଗ ମିଳିଛି । ମୁମ୍ବାଇ ଆଜିର ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରୁଛି ।
ଅର୍ଜୁନ ବର୍ତ୍ତମାନ ସୁଦ୍ଧା ୭ଟି ପ୍ରଥମଶ୍ରେଣୀ ମ୍ୟାଚ ଖେଳିଛନ୍ତି । ତାଙ୍କ ବ୍ୟାଟରୁ ୨୨୩ ରନ ବାହାରିଥିବା ବେଳେ ଗୋଟିଏ ଶତକ ମଧ୍ୟ ଏଥିରେ ସାମିଲ ରହିଛି । ସେହିଭଳି ସେ ୧୨ଟି ୱିକେଟ ହାସଲ ମଧ୍ୟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/28-6.jpg)