ବିଜେଡିରୁ ଇସ୍ତଫା ପରେ ବିଜେପିରେ ମିଶିଲେ ଅରିନ୍ଦମ ରାୟ । ବିଜେପି କାର୍ଯ୍ୟାଳୟରେ ରାଜ୍ୟ ନେତୃତ୍ୱଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ

Advertisment
ବିଜେଡିରୁ ଇସ୍ତଫା ପରେ ବିଜେପିରେ ମିଶିଲେ ଅରିନ୍ଦମ ରାୟ । ବିଜେପି କାର୍ଯ୍ୟାଳୟରେ ରାଜ୍ୟ ନେତୃତ୍ୱଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ବିଜେଡି ଛାଡିଛନ୍ତି ଅଭିନେତାରୁ ନେତା ହୋଇଥିବା ଅରିନ୍ଦମ ରାୟ । ସେ ଆଜି ବିଜେଡିର ସଭ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ସେ ଆଜି ବିଜେଡି ମୁଖ୍ୟଙ୍କୁ ଇସ୍ତଫା ନେଇ ଚିଠି ଲେଖିଥିଲେ । ଚିଠି ଲେଖିବାର କିଛି ସମୟ ପରେ ସେ ବିଜେପିରେ ଯୋଗ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe