ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସେକେଣ୍ଡ୍ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି ଓଲିଉଡର ସୁପରଷ୍ଟାର୍ ଅରିନ୍ଦମ୍ ରୟ । ରିଲ୍ ଲାଇଫରେ ଅନେକ ନାୟିକାଙ୍କ ମନ ଚୋରୀ କରିଥିବା ଏହି ହାଣ୍ଡସମ୍ ହଙ୍କ୍ ଆସନ୍ତାକାଲି ଅନୁପାଙ୍କ ହାତ ଧରିବେ । ତେବେ ଗତକାଲି ସଙ୍ଗୀତ୍ କାର୍ଯ୍ୟକ୍ରମରେ ଏକାଠି ନଜର ଆସିଥିଲେ ଏହି ଯୋଡି । ଅନୁପା ହେଉଛନ୍ତି ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀ । ଡିସେମ୍ବର ୭ତାରିଖରେ ରିସେପସନ୍ ହେବା ନେଇ ସୂଚନା ମିଳିଛି ।
ଆସନ୍ତାକାଲି ଅନୁପାଙ୍କ ହାତ ଧରିବେ ଅରିନ୍ଦମ୍ ! ସଙ୍ଗୀତ କାର୍ଯ୍ୟକ୍ରମରେ ନଜର ଆସିଲେ ଜୀବନ ଯୋଡି
/kanak/media/post_attachments/wp-content/uploads/2016/12/7686d602-6af0-4393-92d5-d98da12b7504.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)