କନକ ବ୍ୟୁରୋ: ସାଲେପୁର ବିଧାନସଭା ଆସନରେ ବିଜୟୀ ହେଲେ ବିଜେଡିର ପ୍ରଶାନ୍ତ ବେହେରା । ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ ୭ ହଜାର ୫୯୪ ଭୋଟରେ ପରାସ୍ତ ହୋଇଛନ୍ତି । ପ୍ରଶାନ୍ତ ବେହେରା ୮୭ ହଜାର ୭୦୧ ଭୋଟ ପାଇଥିବା ବେଳେ ଅରିନ୍ଦମ ରାୟ୮୦ ହଜାରପ ୧୦୭ ଖଣ୍ଡ ଭୋଟ ପାଇଛନ୍ତି । ଏହି ଆସନରୁ ୨୦୧୯ରୁ ଜିତି ପ୍ରଶାନ୍ତ ବେହେରା ବିଧାୟକ ହୋଇଥିଲେ । ସେହିପରି ପ୍ରଶାନ୍ତ ବେହେରା ଏଥର ବିଜୟୀ ହୋଇ ଲଗାତାର ବିଧାୟକ ହୋଇପାରିଛନ୍ତି ।
ସାଲେପୁରରେ ହାରିଗଲେ ଅରିନ୍ଦମ ରାୟ: ୭ ହଜାର ୫୯୪ ଭୋଟରେ ଜିତିଲେ ବିଜେଡିର ପ୍ରଶାନ୍ତ ବେହେରା
/kanak/media/post_attachments/wp-content/uploads/2024/06/46.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)