ପ୍ରଚାର ମଇଦାନରେ ସବ୍ୟସାଚୀ ଓ ଅର୍ଚ୍ଚିତା । ବାଲେଶ୍ୱର ଭୋଗରାଇରେ ଚାଲିଛି ହାଇଭୋଲ୍ଟେଜ୍ ପ୍ରଚାର

Advertisment
ପ୍ରଚାର ମଇଦାନରେ ସବ୍ୟସାଚୀ ଓ ଅର୍ଚ୍ଚିତା । ବାଲେଶ୍ୱର ଭୋଗରାଇରେ ଚାଲିଛି ହାଇଭୋଲ୍ଟେଜ୍ ପ୍ରଚାର

କନକ ବ୍ୟୁରୋ : ନିର୍ବାଚନ ପାଇଁ ଜମୁଛି ପ୍ରଚାର । ଷ୍ଟାର ପ୍ରଚାରକ ସିନେ ତାରକାଙ୍କୁ ମୈଦାନକୁ ଓହ୍ଲାଇଛି ବିଜେଡି । ବାଲେଶ୍ୱର ଭୋଗରାଇ ହାଇସ୍କୁଲ ପଡ଼ିଆରେ ପ୍ରଚାର କରିଛନ୍ତି ସବ୍ୟସାଚୀ ନାୟକ ଓ ଅର୍ଚ୍ଚିତା ନାୟକ । ବାଲେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଓ ଭୋଗରାଇ ବିଧାୟକ ପ୍ରାର୍ଥୀ ଗୌତମବୁଦ୍ଧ ଦାସଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ଏହି ନିର୍ବାଚନ ସଭାରେ ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଯୋଗଦେବା ସହ ବାଲେଶ୍ୱରକୁ ଦେଶର ଏକ ନମ୍ବର ସଂସଦୀୟ କ୍ଷେତ୍ରରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଅଞ୍ଚଳର ବିକାଶ ନେଇ ପ୍ରତିଶ୍ରୁତି ଦେଇଛନ୍ତି ଭୋଗରାଇ ବିଧାୟକ ପ୍ରାର୍ଥୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe