ଓସ୍କାର ଚିଟଫଣ୍ଡ ସହ ସଂପୃକ୍ତିକୁ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଖଣ୍ଡନ

Advertisment
ଓସ୍କାର ଚିଟଫଣ୍ଡ ସହ ସଂପୃକ୍ତିକୁ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଖଣ୍ଡନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ସହ ସଂପୃକ୍ତିକୁ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଖଣ୍ଡନ । ପ୍ରେସ୍ ରିଲିଜ ଜରିଆରେ ସ୍ପଷ୍ଟୀକରଣ ରଖିଲେ ଅର୍ଚ୍ଚିତା । ଓସ୍କାର ସଂସ୍ଥାରେ ଟଙ୍କା ଜମା ରଖିବାକୁ ଜମାକାରୀଙ୍କୁ ପ୍ରବର୍ତାଇ ନଥିବା ପ୍ରେସ୍ ରିଲିଜ ଜରିଆରେ କହିଛନ୍ତି ଅର୍ଚ୍ଚିତା । ଏହା ସହ ସଂପୃକ୍ତ ଜମାକାରୀଙ୍କ ଅଭିଯୋଗ ମିଛ ବୋଲି କହିଛନ୍ତି ଅର୍ଚ୍ଚିତା  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe