ମଳିଲା ଅର୍ଚ୍ଚନାଙ୍କ ‘ଏଣ୍ଡେଭର’ ଗାଡି! ଇଡି ଖୋଜୁଥିବା ଗାଡି ରାଜଧାନୀରୁ ଠାବ

ମଳିଲା ଅର୍ଚ୍ଚନାଙ୍କ ‘ଏଣ୍ଡେଭର’ ଗାଡି! ଇଡି ଖୋଜୁଥିବା ଗାଡି ରାଜଧାନୀରୁ ଠାବ

କନକ ବ୍ୟୁରୋ: ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଏଣ୍ଡେଭର ଗାଡି ଠାବ ହୋଇଛି । ଇଡି ଖୋଜୁଥିବା ଗାଡି ରାଜଧାନୀରୁ ଠାବ ହୋଇଛି । ପରିତ୍ୟକ୍ତ ଅବସ୍ଥାରେ ଠାବ ହୋଇଛି ଏହି ଗାଡି । ମଞ୍ଚେଶ୍ୱର ରୟାଲ କଲେଜ ନିକଟରେ ଗାଡିଟି ଛିଡା ହୋଇଛି ।

ଧଳାରଙ୍ଗର ଫୋର୍ଡ ଏଣ୍ଡେଭରଟି ଅର୍ଚ୍ଚନାଙ୍କ ସନ୍ଦେହ କରାଯାଉଛି । ଗତକାଲି ୧୧ଟାରୁ ଏହି ଗାଡି ଛିଡା ହୋଇଥିବା ସୂଚନା ମିଳିଛି । ଗାଡିରେ ନମ୍ବର ପ୍ଲେଟ ନଥିବାରୁ ବଢିଲା ସନ୍ଦେହ । ଆରଟିଓରୁ ଏହି ଗାଡି ବାବଦରେ ଇଡି ତଥ୍ୟ ମାଗିଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe