କନକ ବ୍ୟୁରୋ: ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଏଣ୍ଡେଭର ଗାଡି ଠାବ ହୋଇଛି । ଇଡି ଖୋଜୁଥିବା ଗାଡି ରାଜଧାନୀରୁ ଠାବ ହୋଇଛି । ପରିତ୍ୟକ୍ତ ଅବସ୍ଥାରେ ଠାବ ହୋଇଛି ଏହି ଗାଡି । ମଞ୍ଚେଶ୍ୱର ରୟାଲ କଲେଜ ନିକଟରେ ଗାଡିଟି ଛିଡା ହୋଇଛି ।
ଧଳାରଙ୍ଗର ଫୋର୍ଡ ଏଣ୍ଡେଭରଟି ଅର୍ଚ୍ଚନାଙ୍କ ସନ୍ଦେହ କରାଯାଉଛି । ଗତକାଲି ୧୧ଟାରୁ ଏହି ଗାଡି ଛିଡା ହୋଇଥିବା ସୂଚନା ମିଳିଛି । ଗାଡିରେ ନମ୍ବର ପ୍ଲେଟ ନଥିବାରୁ ବଢିଲା ସନ୍ଦେହ । ଆରଟିଓରୁ ଏହି ଗାଡି ବାବଦରେ ଇଡି ତଥ୍ୟ ମାଗିଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/THUMB_ARCHANA_00000-0-00-00-00.jpg)