କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ବ୍ଲାକମେଲର ରାଣୀ ଅର୍ଚ୍ଚନା ନାଗ ଆଜି କୋର୍ଟରେ ହାଜର ହେବେ । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଅର୍ଚ୍ଚନାଙ୍କୁ ହାଜର କରାଇବ କମିଶନରେଟ ପୁଲିସ । ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଆଜି ଶୁଣାଣି ହେବାର ଅଛି । କିନ୍ତୁ ସୁରକ୍ଷାର ଆଳ ଦେଖାଇ ଅର୍ଚ୍ଚନାକୁ କୋର୍ଟ ନନେଇ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ପୁଲିସ ହାଜର କରିବା ନେଇ ସୂଚନା ମିଳିଛି ।
ବହୁ ଚର୍ଚ୍ଚିତ ବ୍ଳାକମେଲର ଅର୍ଚ୍ଚନା ନାଗ ମାମଲା । ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜରେ ହେବେ ଅର୍ଚ୍ଚନା
/kanak/media/post_attachments/wp-content/uploads/2022/10/21-20.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)