ଜେଲରୁ ମୁକୁଳିବା ପରେ ସସାଜ ସେବା କରୁଛନ୍ତି ଅର୍ଚ୍ଚନା ନାଗ୍ । ବସ୍ତିବାସିନ୍ଦାଙ୍କୁ ବାଣ୍ଟିଲେ ବସ୍ତ୍ର ଓ ଖାଦ୍ୟ ।

ଜେଲରୁ ମୁକୁଳିବା ପରେ ସସାଜ ସେବା କରୁଛନ୍ତି ଅର୍ଚ୍ଚନା ନାଗ୍ । ବସ୍ତିବାସିନ୍ଦାଙ୍କୁ ବାଣ୍ଟିଲେ ବସ୍ତ୍ର ଓ ଖାଦ୍ୟ ।

କନକ ବ୍ୟୁରୋ: ଜେଲରୁ ମକୁଳିବା ପରେ ସମାଜ ସେବାରେ ଲାଗିଛନ୍ତି ଅର୍ଚ୍ଚନା ନାଗ । ସତ୍ୟ ବିହାର ଅଂଚଳରେ ବସ୍ତିବାସିନ୍ଦାଙ୍କୁ ଖାଇବାକୁ ଦେବା ସହ ମହିଳାମାନଙ୍କୁ ଶାଢୀ ବଂଟନ କରିଛନ୍ତି । ନିଜେ ଖାଦ୍ୟ ବାଢିଦେବା ସହ ପିଲାମାନଙ୍କୁ ଖାଦ୍ୟ ଖୁଆଇ ଦେଉଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ସତ୍ୟ ବିହାର ଅଂଚଳରେ ପାଖାପାଖି ୧୫୦ ଜଣଙ୍କ ପାଇଁ ଏଭଳି ବ୍ୟବସ୍ଥା କରିଥିଲେ ଅର୍ଚ୍ଚନା ନାଗ । ବ୍ଲାକମେଲିଂ ଅଭିଯୋଗରେ ଗିରଫ ହୋଇ ଜେଲ ଯିବା ପରେ ସେ ଏବେ ଜାମିନରେ ଆସିଛନ୍ତି । ଜେଲରୁ ମୁକୁଳିବା ପରେ ସମାଜସେବା ଆଡକୁ ଢଳିଛନ୍ତି ଅର୍ଚ୍ଚନା ନାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe