କନକ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ରାଜ୍ୟ ଫରେନସିକ୍ ଲ୍ୟାବରୁ ଖାଲି ହାତରେ ଫେରିଛନ୍ତି ଇଡି ଅଧିକାରୀ । ଅଧିକ ତଥ୍ୟ ସଂଗ୍ରହ କରିବାକୁ ରାଜ୍ୟ ଫରେନସିକ୍ ଲ୍ୟାବକୁ ଯାଇଥିଲା ଇଡି ଟିମ୍ । ହେଲେ ଏସଏଫଏସଏଲରୁ ଖାଲି ହାତରେ ଫେରିଛନ୍ତ ଇଡି ଅଧିକାରୀ । ଫରେନସିକ୍ ଲ୍ୟାବ ରିପୋର୍ଟ ଦେବାର ବିଳମ୍ବ କରୁଥିବାରୁ ତଦନ୍ତରେ ବାଧା ସୃଷ୍ଟି ହେଉଥିବା କୁହାଯାଉଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us