କନକ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ରାଜ୍ୟ ଫରେନସିକ୍ ଲ୍ୟାବରୁ ଖାଲି ହାତରେ ଫେରିଛନ୍ତି ଇଡି ଅଧିକାରୀ । ଅଧିକ ତଥ୍ୟ ସଂଗ୍ରହ କରିବାକୁ ରାଜ୍ୟ ଫରେନସିକ୍ ଲ୍ୟାବକୁ ଯାଇଥିଲା ଇଡି ଟିମ୍ । ହେଲେ ଏସଏଫଏସଏଲରୁ ଖାଲି ହାତରେ ଫେରିଛନ୍ତ ଇଡି ଅଧିକାରୀ । ଫରେନସିକ୍ ଲ୍ୟାବ ରିପୋର୍ଟ ଦେବାର ବିଳମ୍ବ କରୁଥିବାରୁ ତଦନ୍ତରେ ବାଧା ସୃଷ୍ଟି ହେଉଥିବା କୁହାଯାଉଛି ।
ଅର୍ଚ୍ଚନା ନାଗ ମାମଲା, ରାଜ୍ୟ ଫରେନସିକ୍ ଲ୍ୟାବରୁ ଖାଲି ହାତରେ ଫେରିଲେ ଇଡି ଅଧିକାରୀ।
/kanak/media/post_attachments/wp-content/uploads/2022/12/8-13.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)