କନକ ବ୍ୟୁରୋ: ଗିରଫ ପରେ ଇଡି ରିମାଣ୍ଡରେ ଯିବେ ଅର୍ଚ୍ଚନା ଓ ଜଗବନ୍ଧୁ । କିଛି ସମୟ ପୂର୍ବରୁ ଇଡି ତାଙ୍କୁ ଗିରଫ କରିଥିଲା । ଜିଲ୍ଲା ଦୌରାଜଜ କୋର୍ଟ ଉଭୟଙ୍କୁ ରିମାଣ୍ଡ ନେଇ ହୋଇଥିବା ଆବେଦନକୁ ଗ୍ରହଣ କରିଛନ୍ତି । ଅର୍ଚ୍ଚନାଙ୍କୁ ୬ଦିନ, ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡ ନେଇ କୋର୍ଟ ଅନୁମତି ଦେଇଛନ୍ତି । ରିମାଣ୍ଡ ମଞ୍ଜୁର ହେବା ପରେ ଅର୍ଚ୍ଚନାଙ୍କୁ ଇଡି ଟିମ ସାଥିରେ ନେଇଛି ।
ଇଡି ରିମାଣ୍ଡରେ ଅର୍ଚ୍ଚନା, ଜଗବନ୍ଧୁ। ପଢନ୍ତୁ କେତେ ଦିନିଆ ରିମାଣ୍ଡରେ ନାଗ-ଚାନ୍ଦ ଦମ୍ପତ୍ତି ...
/kanak/media/post_attachments/wp-content/uploads/2022/12/11-12.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)