ନିଜ ବୈବାହିକ ସର୍ମ୍ପକର ଅନ୍ତ ନେଇ ସୂଚନା ଦେଇଛନ୍ତି ଅଭିନେତା ଅରବାଜ ଖାନ୍ ଓ ମଲାଇକା ଆରୋରା ଖାନ୍ । ପରସ୍ପର ଠାରୁ ସବୁଦିନ ପାଇଁ ଅଲଗା ହେଉଥିବା ଜଣାଇଛନ୍ତି ଏହି ସେଲିବ୍ରିଟି ଯୋଡି । ଛାଡପତ୍ର ଦେବା ପୂର୍ବରୁ ହିଁ ମଲାଇକା ନିଜ ୨ ପୁଅଙ୍କ ସହ ଅନ୍ୟ ଘରେ ରହିବା ଆରମ୍ଭ କରିସାରିଲେଣି । ବେଶ କିିଛି ଦିନ ଧରି ମଲାଇକା ଓ ଅରବାଜଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା । ଅରବାଜ-ମଲାଇକାଙ୍କ ବିବାହ ବିଚ୍ଛେଦକୁ ନେଇ ରୀତିମତ ଖବର ଆସିବା ପରେ କୌଣସି ଉତର ଏପର୍ଯ୍ୟନ୍ତ ରଖିନଥିଲେ ଏମାନେ । ଏବେ କିନ୍ତୁ ବିଚ୍ଛେଦ ସର୍ମ୍ପକରେ ସ୍ପଷ୍ଟ କରିଛନ୍ତି ଅରବାଜ ମଲାଇକା ।
ଚର୍ଚ୍ଚାରେ ଲାଗିଲା ପୂର୍ଣ୍ଣଛେଦ
/kanak/media/post_attachments/wp-content/uploads/2016/05/Arbaaz-Maliaka-.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)