ଅଞ୍ଜଳି ଓ ଅଞ୍ଜନା : ଅନିଶ୍ଚିତ ଜୀବନରେ ସଂଗ୍ରାମ ଯେ ନିଶ୍ଚିତର ଉଦାହରଣ

ଅଞ୍ଜଳି ଓ ଅଞ୍ଜନା : ଅନିଶ୍ଚିତ ଜୀବନରେ ସଂଗ୍ରାମ ଯେ ନିଶ୍ଚିତର ଉଦାହରଣ

ସାରୁ ପତ୍ରରେ ଠୋପେ ପାଣି ପରି ଢଳ ଢଳ ଏଇ ଜୀବନ । କେତେବେଳେ ନିଶ୍ୱାସ ଅଟକି ଯିବ ସେକଥା କେହି କହି ପାରିବେ ନାହିଁ । ହାରି ଗଲେ ହରାଏ ଜୀବନ, ଡରିଗଲେ ଡରାଏ ଜୀବନ । ଜୀବନ ସହ ଯିଏ ବାଜି ମାରେ ,ଅଟକି ନଯାଇ ଆଗକୁ ବଢି ଚାଲେ ସେ ହୁଏ ଅପରାଜିତା । ଆଜିର ଏପିସୋଡ ହେଉଛି ଏଭଳି ଜଣେ ଅପରାଜିତାର କାହାଣୀ , ଯିଏ ପରିସ୍ଥିତିର ଶିକାର ହୋଇ ହୋଇଥିଲେ ନିର୍ଯ୍ୟାତିତା ଆଉ ପ୍ରତାରିତା । ସ୍ୱପ୍ନ ସବୁ ସବୁଜ ଥିଲା ଯେତେବେଳେ ସେ ଥିଲେ ତାଙ୍କ ବାପ ଘରେ । ହେଲେ ବାହାଘର ପରେ ସେ ଦେଖିଲେ ଇଶ୍ୱରଙ୍କ ଅସୁର ସ୍ୱଭାବ । ଦେଖନ୍ତୁ ଅନିଶ୍ଚିତ ଜୀବନରେ ସଂଗ୍ରାମ ଯେ ନିଶ୍ଚିତର ଉଦାହରଣ “ଅଞ୍ଜଳି ଓ ଅଞ୍ଜନା” : -


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe