ସୁଜିତ୍ ବେପାରୀ

ସୁଜିତ୍ ବେପାରୀ

ଅଜି ବି ଗଛରେ ପତ୍ର ଟିକେ ହଲିଗଲେ , ଅସରାଏ ବର୍ଷା ସହ ପବନର ଗତି ଟିକେ ବଢିଗଲେ ବ୍ୟସ୍ତ ହୋଇ ପଡନ୍ତି ସୁଜିତ୍ । ମନେ ପଡିଯାଏ ତାଙ୍କର ସେହି ଦିନର ଲୋମ ଟାଙ୍କୁରା ଘଟଣା  । ତଥାପି ହାରି ଯାଇ ନାହାନ୍ତି ସୁଜିତ୍ । ଛାତିରେ ପଥର ରଖି ସବୁ ଅଘଟଣକୁ ରାତିର ଦୁଃସ୍ୱପ୍ନ ଭାବି ଭୁଲି ଯିବାକୁ ଚାହାନ୍ତି ସୁଜିତ୍  । ସୁଜିତଙ୍କ ଧର୍ଯ୍ୟ ଆଗରେ ଯେମିତି ହାର ମାନିଛି ଦୁଃଖ  । ତେବେ ଏମିତି କଣ ଘଟିଥିଲା ସୁଜିତଙ୍କ ଜୀବନରେ ? କାହିଁକି ତାଙ୍କ ବାଟରେ ଏବେ ଦୁଃଖ ଦେଖାହେଲେ ବାଟ ଭାଙ୍ଗି ଚାଲିଯାଏ ସୁଜିତଙ୍କ ଧର୍ଯ୍ୟ ଆଉ ସହିବା ଶକ୍ତିକୁ ଦେଖି । ସୁଜିତଙ୍କ ଜୀବନ ଯୁଦ୍ଧ ବିଷୟରେ ଜାଣିବା ପାଇଁ ଦେଖନ୍ତୁ ଅପରାଜିତାର ଏହି ଏପିସୋଡ : -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe