ଈଶ୍ୱରଙ୍କ ସୁନ୍ଦର ସୃଷ୍ଟିରେ ଅନ୍ୟତମ ଅନନ୍ୟ ସୃଷ୍ଟି : ଉର୍ବଶୀ ଓ ସାଗରିକା

ଈଶ୍ୱରଙ୍କ ସୁନ୍ଦର ସୃଷ୍ଟିରେ ଅନ୍ୟତମ ଅନନ୍ୟ ସୃଷ୍ଟି : ଉର୍ବଶୀ  ଓ ସାଗରିକା

ପିଲା ଦିନରୁ ତାଙ୍କ ଉପରେ ଯେମିତି ଦାଉ ସାଧିଥିଲା ଦଇବ । ତଥାପି ହାରିଯାଇନଥିଲେ ସେ । ଭିନ୍ନକ୍ଷମ ହେଲେ ମଧ୍ୟ ସମସ୍ତ କାମରେ ସଫଳ ଉର୍ବଶୀ । ସେହିପରି ଅସମ୍ଭବ ଶବ୍ଦକୁ କେବେ ବି ସ୍ୱୀକାର କରି ନାହାନ୍ତି ସାଗରିକା ସାହୁ । ଆଉ ଜୀବନ ଯୁଦ୍ଧକୁ ଜିତି ହୋଇ ପାରିଛନ୍ତି ଅପରାଜିତା । ଆଜିର ଅପରାଜିତାରେ ଦେଖନ୍ତୁ ଈଶ୍ୱରଙ୍କ ସୁନ୍ଦର ସୃଷ୍ଟିରେ ଅନ୍ୟତମ ଅନନ୍ୟ ସୃଷ୍ଟି ଉର୍ବଶୀ  ଓ ସାଗରିକାଙ୍କ କାହାଣୀ ଏହି ଭିଡିଓରେ :


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe