କୁହାଯାଏ, ମା ର ମନ ପୃଥିବୀ ଠାରୁ ଓ ବାପାଙ୍କର ହୃଦୟ ଆକାଶ ଠାରୁ ବଡ । ତେଣୁ ଯେତେ ସମସ୍ୟା , ଯେତେ କଷ୍ଟ ଆସିଲେ ମଧ୍ୟ ସବୁ କିଛି ସହିବାକୁ ଶକ୍ତି ମିଳେ ଯେବେ ପାଖରେ ଥାନ୍ତି ବାପା ଓ ମା । କିନ୍ତୁ ଦୁନିଆଁରେ ବହୁତ ଲୋକ ଅଛନ୍ତି ଯେଉଁମାନେ ପିଲାବେଳୁ ନିଜର ବାପା , ମାଙ୍କୁ ହରାଇ ଥାନ୍ତି । ଆଉ ବଂଚିତ ହୋଇଥାନ୍ତି ସେମାନଙ୍କ ସ୍ନେହ ଶ୍ରଦ୍ଧାରୁ । ତେବେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏକା ହୋଇ ମଧ୍ୟ ଆଗକୁ ବଢନ୍ତି ଆଉ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ହୁଅନ୍ତି ଅପରାଜିତା । ଆଜିର ଏପିସୋଡରେ ଜାଣନ୍ତୁ ଏମିତି ଦୁଇ ଅପରାଜିତାଙ୍କ କାହାଣୀ ।
ସଫଳତାର ସ୍ୱର୍ଣ୍ଣିମ ସ୍ୱାକ୍ଷର : ପୂର୍ଣ୍ଣିମା ଓ ଲଳୀତା
/kanak/media/post_attachments/wp-content/uploads/2016/06/Capture3.png)