କନକ ବ୍ୟୁରୋ : ରାଷ୍ଟ୍ରପତି ଦେଖିଲେ ନୌସେନାର ଶକ୍ତି । ବିଶାଖାପାଟଣାରେ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ପକ୍ଷରୁ ୧୨ ତମ ପ୍ରେସିଡେଂଟ ଫ୍ଲିଟ୍ ରିଭ୍ୟୁରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ଅଜୟ ଭଟ୍ଟ ମଧ୍ୟ ଉପସ୍ଥିତ ଅଛନ୍ତି । ନୌସେନା, ବାୟୁସେନା ଓ ସ୍ଥଳସେନା ପ୍ରମୁଖ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ନୌସେନାର ପାଖାପାଖି ୬୦ ଜାହାଜ ଭାଗ ନେଇଛନ୍ତି ।
ନୌସେନାର ପରାକ୍ରମ ଦେଖିଲେ ରାଷ୍ଟ୍ରପତି : ବିଶାଖାପାଟଣାରେ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ପକ୍ଷରୁ ପ୍ରେସିଡେଂଟ ଫ୍ଲିଟ୍ ରିଭ୍ୟୁ
/kanak/media/post_attachments/wp-content/uploads/2022/02/16-23.jpg)