ବିଜୟ କୁମାର ସାହୁ : ପ୍ରତିଷ୍ଠାତା, ସାଇ ଇଂଟରନ୍ୟାସନାଲ ସ୍କୁଲ

27

ଜଣେ ସଫଳ ଚାଟାର୍ଡ ଏକାଉଟାଂଟ୍ ହେବା ପରେ ମଧ୍ୟ ଆଇଟି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେ । ଜେଏସଏସ ଟେକ୍ନୋଲୋଜି ଏହାର ଏକ ପ୍ରମାଣ ଏବଂ ଓଡିଶାକୁ ତାଙ୍କର ଅବଦାନ । ଏହା ସହ ଶିକ୍ଷା କ୍ଷେତ୍ରରେ ମଧ୍ୟ ଜଣେ ସଫଳ ବ୍ୟକ୍ତିତ୍ୱ ସେ । ଆଉ ଆଜିର ଏପିସୋଡରେ ଜାଣିବା ସେହି ସଫଳ ବ୍ୟକ୍ତିତ୍ୱ ସାଇ ଇଂଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ବିଜୟ କୁମାର ସାହୁଙ୍କ ବିଷୟରେ ।

ଅଧିକ ତଥ୍ୟ ପାଇଁ ଦେଖନ୍ତୁ :