ବିଜୟ କୁମାର ସାହୁ : ପ୍ରତିଷ୍ଠାତା, ସାଇ ଇଂଟରନ୍ୟାସନାଲ ସ୍କୁଲ

9

ଜଣେ ସଫଳ ଚାଟାର୍ଡ ଏକାଉଟାଂଟ୍ ହେବା ପରେ ମଧ୍ୟ ଆଇଟି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେ । ଜେଏସଏସ ଟେକ୍ନୋଲୋଜି ଏହାର ଏକ ପ୍ରମାଣ ଏବଂ ଓଡିଶାକୁ ତାଙ୍କର ଅବଦାନ । ଏହା ସହ ଶିକ୍ଷା କ୍ଷେତ୍ରରେ ମଧ୍ୟ ଜଣେ ସଫଳ ବ୍ୟକ୍ତିତ୍ୱ ସେ । ଆଉ ଆଜିର ଏପିସୋଡରେ ଜାଣିବା ସେହି ସଫଳ ବ୍ୟକ୍ତିତ୍ୱ ସାଇ ଇଂଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ବିଜୟ କୁମାର ସାହୁଙ୍କ ବିଷୟରେ ।

ଅଧିକ ତଥ୍ୟ ପାଇଁ ଦେଖନ୍ତୁ :

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.