ଅନୁଷ୍କା ହେଲେ ଫିମେଲ ବ୍ରାଣ୍ଡ ଆମ୍ବାସେଡର ! ସ୍ୱଚ୍ଛଭାରତ ଅଭିଯାନର କରିବେ ପ୍ରଚାର

ଅନୁଷ୍କା ହେଲେ ଫିମେଲ ବ୍ରାଣ୍ଡ ଆମ୍ବାସେଡର ! ସ୍ୱଚ୍ଛଭାରତ ଅଭିଯାନର କରିବେ ପ୍ରଚାର

source: dnaindia.com

ସ୍ୱଛ ଭାରତ ଅଭିଯାନରେ ଅଭିନେତ୍ରୀ ଅନୁଷ୍କା ଶର୍ମା ସାମିଲ । ଫିମେଲ ବ୍ରାଣ୍ଡ ଆମ୍ବାସେଡର ହେଲେ ଅନୁଷ୍କା । ଦେଶର ବିଭିନ୍ନ ସ୍ଥାନରେ ହେଉଥିବା କ୍ୟାମ୍ପେନରେ ଅନୁଷ୍କା ଯୋଗ ଦେଇ ସ୍ୱଚ୍ଛଭାରତ ଅଭିଯାନ ପାଇଁ ପ୍ରଚାର କରିବେ ।

ତେବେ କେନ୍ଦ୍ର ସରକାରଙ୍କ ଏହି ସଚେତନାମୂଳକ ଅଭିଯାନରେ ସାମିଲ ହୋଇଥିବା ଯୋଗୁଁ ସେ ବେଶ ଖୁସି ଥିବା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe