ସ୍ୱଛ ଭାରତ ଅଭିଯାନରେ ଅଭିନେତ୍ରୀ ଅନୁଷ୍କା ଶର୍ମା ସାମିଲ । ଫିମେଲ ବ୍ରାଣ୍ଡ ଆମ୍ବାସେଡର ହେଲେ ଅନୁଷ୍କା । ଦେଶର ବିଭିନ୍ନ ସ୍ଥାନରେ ହେଉଥିବା କ୍ୟାମ୍ପେନରେ ଅନୁଷ୍କା ଯୋଗ ଦେଇ ସ୍ୱଚ୍ଛଭାରତ ଅଭିଯାନ ପାଇଁ ପ୍ରଚାର କରିବେ ।
ତେବେ କେନ୍ଦ୍ର ସରକାରଙ୍କ ଏହି ସଚେତନାମୂଳକ ଅଭିଯାନରେ ସାମିଲ ହୋଇଥିବା ଯୋଗୁଁ ସେ ବେଶ ଖୁସି ଥିବା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/Clean-India-became-brand-ambassador-Anushka-Sharma.jpg)